ମା’ ଚର୍ଚ୍ଚିକା

ମା’ ଚର୍ଚ୍ଚିକାଙ୍କ କାହାଣୀ ବାଙ୍କୀରୁ ଶ୍ରୀକ୍ଷେତ୍ର ଯାଏଁ ପରିବ୍ୟାପ୍ତ । ସ୍ବୟଂ ତେଜମୟୀ ଦେଦବୀ ଦଦୁର୍ଗା ଯେତେବେଳେ ଦଦୁଷ୍ଟ ଦଦାନବମାନଙ୍କୁ ନିପାତ କରିବା ପାଇଁ ଅକ୍ଷମ ହେଲେ, ଠିକ ସେଇ ମୁହୂର୍ରେ ଯୋଗମାୟା ଆଦଦ୍ୟାଶକ୍ତି ସୃଷ୍ଟି କଲେ ଏକ ଦଦିବ୍ୟଜ୍ୟୋତି । ସେଇ ଜ୍ୟୋତିରୁ ସୃଷ୍ଟି ହେଲେ ମା ଚର୍ଚ୍ଚିକା । ଏହି  ଦେଦବୀ ଦଦାନବମାନଙ୍କୁ ପରାସ୍ତ କରି ବଧ କଲେ । ଶ୍ରୀକ୍ଷେତ୍ରରେ ବି ରହିଛି ମା’ଙ୍କ ଆସ୍ଥାନ । ବଡ଼ଦଦାଣ୍ଡର ବୁକୁ ଉପରେ ଏକ ମନ୍ଦିରରେ ମା’ ପୂଜା ପାଉଛନ୍ତି । ଶ୍ରୀନଅର ସମ୍ମୁଖରେ ଥିବା ରଥଖଳା ମଧ୍ୟରେ ମା’ ବିଜେ କରିଛନ୍ତି କାଇଁ କେଉଁ ଅନନ୍ତ କାଳରୁ । ମା’ ହିଁ ରଥ ଖଳାର ଆରାଧ୍ୟ ଦେଦବୀ ବୋଲି ତଥ୍ୟାଭିଜ୍ଞ ମହଲ କହନ୍ତି । ମା’ ହିଁ ଜଗନ୍ତି ରଥକୁ । ଅନୁଧ୍ୟାନ କରନ୍ତି ରଥ ନିର୍ମାଣକୁ ପୁଣି ଚର୍ଚ୍ଚା କରନ୍ତି ରଥାରୁଢ଼ ପାଶ୍ୱର୍ ଦେଦବାଦେଦବୀଙ୍କୁ ।

February 2019
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 1 2 3