ଉତ୍ତରକାଶୀରେ ଭୂମି ପୂଜା

 

ଚେନ୍ନାଇ - ହିମାଳୟର ଉତ୍ତରାକାଶୀ ଜିଲ୍ଲାସ୍ଥିତ ଗଙ୍ଗୋତ୍ରି ରାସ୍ତାରେ ଗଣେଶପୁରରେ ଆସନ୍ତା ଗୁରୁ ପୂର୍ଣ୍ଣିମା ଦିନ ୟୋଗ ବିଦ୍ୟା ଗୁରୁକୁଳମ୍ର ଭୂମି ପୂଜା ହେବ ବୋଲି ବିଦ୍ୟା ବାହିନୀ ଟ୍ରଷ୍ଟ, ଚେନ୍ନାଇ ତରଫରୁ ସୂଚନା ଦିଆଯାଇଛି । ଉକ୍ତ ଉତ୍ସବରେ ସ୍ୱାମୀ
ଆନନ୍ଦ ସରସ୍ୱତୀ ଏବଂ ସଂସ୍ଥାନର ପଦାଧିକାରୀମାନେ ରହିବେ ବୋଲି ସୂଚନା ମିଳିଛି ।

January 2018
Mo Tu We Th Fr Sa Su
1 2 3 4 5 6 7
8 9 10 11 12 13 14
15 16 17 18 19 20 21
22 23 24 25 26 27 28
29 30 31 1 2 3 4