ମୃତୁ୍ୟ ପୂର୍ବର ଅନୁଭୂତି
ମୃତୁ୍ୟ ନାଁ ଶୁଣିବା ମାତ୍ରେ ମନରେ ଛାନିଆ ପଶିଯାଏ । ହେଲେ ଜାପାନବାସୀ ମନରୁ ଏହି ଭୟକୁ ଦୂରେଇବା ପାଇଁ ମୃତୁ୍ୟ ପୂର୍ବରୁ ମୃତୁ୍ୟର ଅନୁଭୂତି ସାଉଁଟୁଛନ୍ତି । ‘ଟ୍ରାଏ-ବିଫୋର୍-ୟୁ-ଡାଏ’ ଉତ୍ସବ ଏଠାରେ ବେଶ୍ ଲୋକପ୍ରିୟ । ଏହି ଉତ୍ସବ ଜରିଆରେ ପ୍ରାୟ ୫୦ଟି କମ୍ପାନି ମାନବ କଫିନ୍ ତିଆରି କରିଥାନ୍ତି । ଏହା ଭିତରେ ଜୀବିତ ମହିଳା ଓ ପୁରୁଷ ମୃତବତ୍ ଅଭିନୟ କରି ପ୍ରବେଶ କରନ୍ତି । ସେମାନଙ୍କୁ ଶବ ଭଳି ସଜାଯାଇ କଫିନ୍ରେ ପୂରାଇ ଦିଆଯାଏ । କିଛି ସମୟ କଫିନ୍ରେ ରଖି ପୁଣି କାଢ଼ି ଦିଆଯାଏ । ଏହି ଉତ୍ସବରେ ଯୋଗ ଦେବାକୁ ପ୍ରତିବର୍ଷ ୫ହଜାର ଲୋକ ଆସିଥାନ୍ତି ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6