ଯେଉଁ ଦେଶରେ ମଦ ଦୋକାନରେ ଗିଲାସ ଆଉ ଟ୍ରେନ୍ ପାଇଖାନାର ମଗ୍ ଚେନରେ ବାନ୍ଧି କରି ରଖିବାକୁ ପଡିଥାଏ; ସେ ଦେଶରେ କେବଳ ସରକାର ବଦଳିଲେ କିଛି ଫରକ ପଡିବ ନାହିଁ । ଜନତାଙ୍କୁ ମଧ୍ୟ ତାଙ୍କର ମାନସିକତା ବଦଳାଇବାକୁ ପଡିବ । ତା ହେଲେ ଯାଇ ଦେଶ ବଦଳିବ ଏବଂ ଆଗକୁ ବଢିବ ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6