ବେଦୀୟ ସାହିତ୍ୟର ପରବର୍ତ୍ତୀ ସମୟରେ ୬ଗୋଟି ବିଷୟ ବେଦ ସହିତ ବହୁ ଦିନରୁ ପ୍ରଚଳିତ ପ୍ରଥାକୁ ବେଦାଙ୍ଗ ଭାବରେ ପରିଚୟ ପାଇଥିଲା, ଯାହା ବେଦର ଅଙ୍ଗ ରୂପେ ପରିଗଣିତ ହୋଇଥିଲା । ଏହି ବିଷୟଗୁଡ଼ିକୁ ସୂତ୍ର ସାହିତ୍ୟ କୁହା ଯାଉଥିଲା, ଯାହା ବେଦୀୟ ସମୟର ଅନ୍ତିମ ପର୍ୟ୍ୟାୟରୁ ମୌର୍ୟ୍ୟ ସମୟ ପର୍ୟ୍ୟନ୍ତ ଦେଖା ଯାଇଥିଲା । ପୁନଶ୍ଚ ଏହା ବେଦୀୟ ସଂସ୍କୃତିରୁ ଉକ୍ରୃଷ୍ଟ ସଂସ୍କୃତ ପର୍ୟ୍ୟନ୍ତ ପରିବର୍ତ୍ତନ ଯୁଗସିଦ୍ଧି ହିସାବରେ ଦୃଷ୍ଟିଗୋଚର ହୋଇଥିଲା । ସେହି ୬ ଗୋଟି ବିଷୟ ହେଲା ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଚନ୍ଦସ ଓ ଜ୍ୟୋତିଷ ।
ଗୁପ୍ତ ଯୁଗ ସମୟରୁ ପ୍ରଚଳିତ ଏକ ପାରମ୍ପରିକ ମତ ବିଷ୍ଣୁ ପୁରାଣରେ ଦର୍ଶାଯାଇଛି, ଯାହା ଚାରୋଟି ବେଦର ଚଳିତ ବା ପ୍ରବାହମାନ ବ୍ୟବସ୍ଥା ପୌରାଣିକ ବିଜ୍ଞ ବା ବହୁଦର୍ଶୀ ବେଦବ୍ୟାସ ପର୍ୟ୍ୟନ୍ତ ସ୍ୱାଭାବିକ ଗୁଣକୁ ପ୍ରଦତ୍ତ କରାଯାଇଛି । ପୌରାଣିକ ପରମ୍ପରା ମଧ୍ୟ ମୂଳ ବେଦର ବିଭିନ୍ନ ଗଣନା ବା ବିଚାରର ସ୍ୱତଃସିଦ୍ଧ ଭାବରେ ସ୍ୱୀକାର କରିଛି । ବିଷ୍ଣୁପୁରାଣ ହିସାବରେ ମୂଳ ବେଦ ଚାରୋଟି ଭାଗରେ ବିଭକ୍ତ ହୋଇଛି । ପୁନଶ୍ଚ ଆହୁରି ଅନେକ ଶାଖାରେ ବିଭାଜିତ ହେବାର ଦେଖାଯାଇଛି । ଦ୍ୱାପର ଓ ତ୍ରେତା ଯୁଗରେ ବେଦ ବିଭାଜନ ହେବାର ଦୃଷ୍ଟାନ୍ତ ରହିିଛି । ବାୟୁ ପୁରାଣ ଓ ଭଗବତ ପୁରାଣରେ ବେଦର ପ୍ରକାର ଭେଦ ଓ ବିଭାଜନ ବିଷୟରେ ଉଲ୍ଲେଖ କରାଯାଇଛି ।
ଉପବେଦ ଶବ୍ଦର ସଂଜ୍ଞା ହେଉଛି ବ୍ୟବହୃତ ଜ୍ଞାନ । ଉପବେଦ ପାରମ୍ପରିକ ସାହିତ୍ୟରେ ବ୍ୟବହାର ହୋଇ କେତେକ କଳାକୌଶଳ କାର୍ୟ୍ୟ ଓ ବିଷୟରେ ନାମକରଣ ବା ଚିହ୍ନିତ ବା ବର୍ଣ୍ଣନା କରାଯାଇଥାଏ । ଏହାର ବିଷୟବସ୍ତୁର ଉତ୍ପତ୍ତିରେ ମଧ୍ୟ ବିଭିନ୍ନତା ଦେଖାଯାଏ । ଚରଣବୂ୍ୟହ ଚାରୋଟି ଉପବେଦ ବିଷୟରେ ଉଲ୍ଲେଖ କରିଛି । ସେଗୁଡିକ ହେଲା ଧନୁର୍ବେଦ, ସ୍ଥପତ୍ୟ ବେଦ, ଗନ୍ଧର୍ବବେଦ ଓ ଆୟୁର୍ବେଦ । ସେଗୁଡିକ ଯଥାକ୍ରମେ ଧନୁର୍ବିଦ୍ୟା, ସ୍ଥପତ୍ୟ ଓ କଳା, ସଙ୍ଗୀତ ଓ ପବିତ୍ର ନୃତ୍ୟ ଏବଂ ଔଷଧକୁ ବୁଝାଯାଇଥାଏ ।
ମହାଭାରତ, ନାଟ୍ୟ ଶାସ୍ତ୍ର ଓ କିଛି ପୁରାଣକୁ ମିଶାଇ କେତେକ ପରବର୍ତ୍ତୀ ବେଦୀୟ ପୁସ୍ତକମାନଙ୍କୁ ପଞ୍ଚମ ବେଦ ରୂପେ ଅଭିହିତ କରାଯାଇଛି । ଭଗବତ ଗୀତା ଓବେଦାନ୍ତ ସୂତ୍ର ଶ୍ରୁତି ବା ବେଦୀୟ ଭାବରେ ହିନ୍ଦୁ ନାମକରଣ ବା ଆଖ୍ୟାରୂପେ ବିଚାର କରାଯାଇଛି; କିନ୍ତୁ ବିଶ୍ୱସ୍ତରୀୟ ହିନ୍ଦୁତ୍ୱ ଭାବେ ବିବେଚନା କରାଯାଇନାହିଁ । ଭକ୍ତି ଆନେ୍ଦାଳନ ଓ ବିଶେଷ କରି ଗୌଡ଼ୀୟ ବୈଷ୍ଣବ ଧର୍ମ ବେଦ ଶବ୍ଦରେ ସଂସ୍କୃତ ମହାକାବ୍ୟ ଅନ୍ତର୍ଭୁକ୍ତ କରିଛି । ଏହା ବୈଷ୍ଣବୀୟ ଭକ୍ତି ପୁସ୍ତକ ରୂପେ ପରିଗଣିତ ହୋଇଛି।
ପାଶ୍ଚାତ୍ୟ ଦେଶରେ ସଂସ୍କୃତି ଶିକ୍ଷା ୧୭ତମ ଶତାବ୍ଦୀରେ ଆରମ୍ଭ ହୋଇଥିଲା। ପୁନଶ୍ଚ ୧୯ତମ ଶତାବ୍ଦୀର ପ୍ରାରମ୍ଭରେ ଅର୍ଥର ସ୍କୋପେନ୍‌ହାଉର୍‌ ନାମକ ଜଣେ ବିଶିଷ୍ଟ ବ୍ୟକ୍ତି ବେଦୀୟ ପୁସ୍ତକ ତଥା ବିଶେଷ କରି ଉପନିଷଦ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଭାରତ-ୟୁରୋପୀୟ ଶିକ୍ଷା ପାଇଁ ୧୯ତମ ଶତାବ୍ଦୀରେ ବେଦୀୟ ସଂସ୍କୃତିର ପ୍ରାଧାନ୍ୟ ସ୍ୱୀକୃତି ପାଇଥିଲା । ସଂହିତାର ଇଂରାଜୀ ଅନୁବାଦ ମଧ୍ୟ ୧୯ତମ ଶତାବ୍ଦୀର ଶେଷଭାଗରେ ପ୍ରକାଶିତ ହୋଇଥିଲା । ଦାର୍ଶନିକ ଭୋଲଟାୟର ବେଦକୁ ଏକ ଅସାଧାରଣ ପୁସ୍ତକଭାବରେ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ବେଦ ଏକ ଅତି ମୂଲ୍ୟବାନ ଉପହାର, ଯାହା ପାଶ୍ଚାତ୍ୟଦେଶ ପ୍ରାଚ୍ୟ ଦେଶପାଖରେ ଋଣୀ ଅଟେ ।
ବେଦର ମହାତ୍ମ୍ୟ ଅସୀମ । ଏହାର ମର୍ୟ୍ୟାଦା ସହଜରେ ଆକଳନ କରାଯାଇପାରିବ ନାହିଁ । ବେଦର ଉପାଦେୟତା ଓ ଉପଲବ୍ଧି ଯୁଗେଯୁଗେ ରହି ଆସିଛି । ମଣିଷକୁ ଶକ୍ତି ଓ ସାମର୍ଥ୍ୟ ଦେଇ ଆସିଛି । ଶିକ୍ଷା ଓ ଜ୍ଞାନର ଏକ ବଳିଷ୍ଠ ମାଧ୍ୟମ ହୋଇପାରିଛି । ଦିଗ୍‌ଦର୍ଶନ ଦେଇଛି । ଏକ ଯୁଗାନ୍ତକାରୀ ପଥ ପ୍ରଦର୍ଶକ । ଏହାକୁ ଆଲୋକର ବାର୍ତ୍ତାବହ କୁହାଯାଇପାରେ ।
"ବେଦର ଅର୍ଥ ହେଉଛି ଜ୍ଞାନ । ପ୍ରାଚୀନ ଭାରତରେ କେତେଗୁଡ଼ିଏ ପୁସ୍ତକରୁ ବେଦ ସୃଷ୍ଟି ହୋଇଥିଲା । ଯାହାକି ଭାରତୀୟ ଲୌହ ଯୁଗରେ ବେଦୀୟ ସଂସ୍କୃତିରେ ରଚନା କରାଯାଇଥିଲା । ବେଦ ସହିତ ଯେଉଁ ସବୁ ବିଷୟବସ୍ତୁ ବା ପୁସ୍ତକ ଲୋକଲୋଚନକୁ ଆସିଥିଲା, ସେ ସବୁକୁ ବେଦର ସମଷ୍ଟି ଭାବରେ ପରିଗଣିତ ହୋଇଥିଲା ।
ବେଦ ସର୍ବପୁରାତନ ଗ୍ରନ୍ଥ । ଏହା ଚାରି ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା-ଋଗ୍‌ବେଦ, ଯର୍ଜୁବେଦ, ସାମବେଦ ଓ ଅଥର୍ବବେଦ । ପ୍ରଥମ ତିନୋଟି ବେଦକୁ "ତ୍ରୟୀବିଦ୍ୟା' କୁହାଯାଏ । କାରଣ ଏହା "ତ୍ରୟପବିତ୍ର ବିଜ୍ଞାନ' ଅଟେ, ଯାହାଦ୍ୱାରା ସ୍ତୁତିଗାନ ଆବୃତ୍ତି, ତ୍ୟାଗ କାର୍ୟ୍ୟକାରିତା ଓ ମନ୍ତ୍ର ଉଚ୍ଚାରଣ କରାଯାଇଥାଏ । ଏହି ତିନୋଟି ପ୍ରକ୍ରିୟା ଯଥାକ୍ରମେ ଋଗ୍‌ବେଦ, ଯର୍ଜୁବେଦ ଓ ସାମବେଦରେ ବର୍ଣ୍ଣନା କରାଯାଇଛି । ପୁନଶ୍ଚ ବେଦରେ ପ୍ରଦତ୍ତ ହୋଇଥିବା ମନ୍ତ୍ର ଖୁବ୍‌ ତାତ୍ପର୍ୟ୍ୟପୂର୍ଣ୍ଣ ଅଟେ । ପ୍ରତ୍ୟେକ ବେଦରେ ଛନେ୍ଦାମୟ ବା ତାଳମୟ ବିଶିଷ୍ଟ ମନ୍ତ୍ର ବା ସଂହିତା ରହିଛି । ସଂହିତାର "ବ୍ରାହ୍ମଣ' ଭାଗରେ ବିସ୍ତୃତ ପୂଜାଉତ୍ସବର ଆଲୋଚନା ଓ ନିଦେ୍ର୍ଦଶନା ରହିଛି । ପୁନଶ୍ଚ ମନ୍ତ୍ରର କର୍ମକାଣ୍ଡ ବା ବିଧିବିଧାନର ବ୍ୟାଖ୍ୟା ତଥା ପୌରାଣିକ ବା କିମ୍ବଦନ୍ତୀ ସମ୍ମିଳିତ ଉପାଖ୍ୟାନ ଆଲୋଚନା ହୋଇଛି । ଉଭୟ ବିଷୟବସ୍ତୁର ସମଷ୍ଟିକୁ ଶ୍ରୁତି ଭାବରେ ଗଣନା କରାଯାଇଛି । ଏହା ଶୁଣିବାକୁ ପଡ଼ିଥାଏ । ମନ୍ତ୍ର ଜପ କରିବା ଦ୍ୱାରା ମଣିଷ ମନରେ ଶାନ୍ତି ଆସେ । ସେ ଆନନ୍ଦ ପାଏ, ଜୀବନଟା ସୁଖରେ ସୁଖରେ କଟେ । ମନ୍ତ୍ର ଉଚ୍ଚାରଣ ମଣିଷକୁ ମାନସିକ ସନ୍ତୁଳନ ଦେଇଥାଏ ।
ଋଗ୍‌ବେଦ ସର୍ବପୁରାତନ ପ୍ରଚଳିତ ଘୋଷଣାପତ୍ରର ମୂଳଗ୍ରନ୍ଥ ବା ମୂଳରଚନା ଅଟେ । ଏହା ୧୦୨୮ ବେଦୀୟ ସଂସ୍କୃତ ସ୍ତୁତିଗାନ (ସ୍ତବ) ଓ ୧୦୬୦୦ ପଂକ୍ତି ବା ଶ୍ଳୋକରେ ୧୦ ପୁସ୍ତକରେ ସମ୍ମିଳିତ ହୋଇଛି । ଏହି ସ୍ତବ ବା ସ୍ତୁତିଗାନ ଋଗ୍‌ବେଦର ସୃଷ୍ଟିକର୍ତ୍ତାଙ୍କୁ ଉତ୍ସର୍ଗିକୃତ କରାଯାଇଛି । ଅନେକ ଶତାବ୍ଦୀ ଧରି ଏହି ପୁସ୍ତକଗୁଡ଼ିକ ବିଭିନ୍ନ ଧର୍ମଯାଜକ ଗୋଷ୍ଠୀର କବିମାନଙ୍କ ଦ୍ୱାରା ରଚିତ ହୋଇଥିଲା, ଯାହାକି ଭାରତ ଉପମହାଦେଶର ସପ୍ତସିନ୍ଧୁ (ପଞ୍ଜାବ)ରେ ଦୁଇ ହଜାର ବର୍ଷର ଦ୍ୱିତୀୟ ଭାଗ ବା ସମୟରେ ପ୍ରାୟତଃ ଦେଖିବାକୁ ମିଳିଥିଲା । ଋଗ୍‌ବେଦ ଓ ଇରାନୀୟ ଅଭେଷ୍ଟା ମଧ୍ୟରେ ଭାଷାତତ୍ତ୍ୱଜନିତ ଓ ସାଂସ୍କୃତିକ ସମାନତା ଥିଲା । ଋଗବେଦର ଲିପି ୨୦୦୭ ମସିହାରେ ମିଳିତ ଜାତିସଂଘର ବିଶ୍ୱ ସ୍ମୃତି ରେଜିଷ୍ଟର ପାଇଁ ଶିଳାଲିପି ଭାବରେ ମନୋନୟନ କରାଯାଇଥିଲା ।
ଯର୍ଜୁବେଦ ପୁରାତନ ପ୍ରବନ୍ଧ ମନ୍ତ୍ରଗୁଡ଼ିକର ସମଷ୍ଟି ଅଟେ, ଯାହାର ପଂକ୍ତି ବା ଶ୍ଳୋକ ଋଗ୍‌ବେଦରୁ ଅଣାଯାଇଛି ଓ ଉପଯୋଗ କରାଯାଇଛି । ଏହାର ଉଦେ୍ଦଶ୍ୟ ବ୍ୟବହାରିକ ବା କର୍ମୋପଯୋଗୀ ଅଟେ ଓ ଏହାର ପ୍ରତ୍ୟେକ ମନ୍ତ୍ର ତ୍ୟାଗକୁ ଅନୁସରଣ କରିଥାଏ। ଏହାର କ୍ରିୟାକଳାପ ବା ପ୍ରଥା ବା ବିଧିର ସମସ୍ତ ତ୍ୟାଗକୁ ସଂକଳନ କରିଥାଏ। ଯର୍ଜୁବେଦର ଦୁଇଟି ସଂଶୋଧିତ ସଂସ୍କରଣ ରହିଛି, ଯାହା କଳା (କୃଷ୍ଣ) ଓ ଧଳା (ଶୁକ୍ଳ) ଅଟେ। ଶୁକ୍ଳ ଯର୍ଜୁବେଦ ସଂହିତାକୁ ବ୍ରାହ୍ମଣଠାରୁ ପୃଥକ କରେ ଓ କୃଷ୍ଣ ଯର୍ଜୁବେଦ ବ୍ରାହ୍ମଣ ବ୍ୟାଖ୍ୟା ସହିତ ସଂହିତାକୁ ପୃଥକ୍‌ କରେ। କୃଷ୍ଣ ଯର୍ଜୁବେଦର ଚାରୋଟି ସଂଶୋଧିତ ସଂସ୍କରଣ ତିଷ୍ଠି ରହିଛି ଏବଂସେଗୁଡିକ ହେଲା ମୈତ୍ରୟାନୀ, କଥା, କପିସ୍ଥଳ କଥା ଓ ତୈତ୍ରିୟା।
ସାମବେଦ "ସାମନ' ଶବ୍ଦରୁ ଆନିତ, ଯାହାର ସୁମଧୁର ସଙ୍ଗୀତ ବା ସ୍ୱର ମାଧୁର୍ୟ୍ୟ ଛନେ୍ଦାମୟ (ତାଳମୟ) ସ୍ତୁତିଗାନ (ସ୍ତବ) ଉପରେ ପ୍ରଯୁଜ୍ୟ ହୋଇଥାଏ । ସାମବେଦର ୧୫୪୯ ପଂକ୍ତି ରହିିଛି । ଗୀତ ଗାଇବା ସମୟରେ "ସମାନ' ଗୁଡିକୁ ପରିବର୍ତ୍ତନ ଓ ଉପଯୋଗୀ କରାଯାଇଥାଏ । ସାମବେଦର ୧୮୭୫ ପଂକ୍ତି ବା ଶ୍ଳୋକ ରହିଛି । ତନ୍ମଧ୍ୟରୁ ଦୁଇଟି ବୃହତ୍‌ ସଂଶୋଧିତ ସଂସ୍କରଣ ଅଦ୍ୟାବଧି ରହିଛି । ସେହି ଦୁଇଟି ହେଲା କୌଥୁମ୍‌ ବା ରଣୟାନିୟ ଓ ଜୈମିନିୟା । ଏହାର ଉଦେଶ୍ୟ ଥିଲା ଉପାସନା ପଦ୍ଧତିର ପ୍ରସ୍ତୁତ ସୂଚୀ ତିଆରି କରିବା, ଯାହାର ପୂଜକ ତ୍ୟାଗରେ ଅଂଶଗ୍ରହଣ କରୁଥିଲେ । ପୂଜକଙ୍କୁ ଗାୟକ ଭାବରେ ଗଣନା କରାଯାଉଥିଲା ।
ଅଥର୍ବବେଦ ଅଥର୍ବନ ଓ ଅଙ୍ଗୀରସ କବିଙ୍କର ପୁସ୍ତକ । ଏହା ୭୬୦ ସ୍ତୁତିଗାନ ବା ସ୍ତବ ଏବଂ ତନ୍ମଧ୍ୟରୁ ୧୬୦ ସ୍ତବ ଋଗବେଦ ଓ ଅଥର୍ବବେଦରେ ସମ୍ମାନ ଭାବରେ ବିରାଜମାନ । ସମସ୍ତ ପଂକ୍ତି ବା ଶ୍ଳୋକ ଛନେ୍ଦାମୟ ଅଟେ । ଆଉ କେତେକ ବିଭାଗ ପ୍ରବନ୍ଧ ଆକାରରେ ସ୍ଥାନ ପାଇଛି । ଅଥର୍ବବେଦ ଖ୍ରୀଷ୍ଟପୂର୍ବ ୯୦୦ ବର୍ଷରେ ସଂକଳନ କରାଯାଇଥିଲା ଏବଂ ଏହାର ଦୁଇଟି ସଂଶୋଧିତ ସଂସ୍କରଣ ସୁରକ୍ଷିତ ରଖାଯାଇଥିଲା । ଏହି ଦୁଇଟି ହେଲା ପୈପାଲାଦ ଓ ସୌନକ । ତ୍ୟାଗ ସହିତ ଆୟୁର୍ବେଦର ଖୁବ୍‌ କମ୍‌ ସମ୍ପର୍କ ରହିଛି । ଏହାର ପ୍ରଥମ ବିଭାଗ ମୁଖ୍ୟତଃ ବିମୋହନ ଶକ୍ତି ଓ ମନ୍ତ୍ର ଉଚ୍ଚାରଣ, ଦୈତ୍ୟ ଓ ବିପର୍ୟ୍ୟୟରୁ ରକ୍ଷା, ରୋଗରୁ ଉପଶମ, ଦୀର୍ଘ ଜୀବନ ତଥା ଜୀବନରେ ବିଭିନ୍ନ ଆଶା ଓ ଆକାଂକ୍ଷା ଉପରେ ପର୍ୟ୍ୟବସିତ ଥିଲା । ଦ୍ୱିତୀୟ ଭାଗ ଆନୁମାନିକ ଚିନ୍ତା ଓ ଦାର୍ଶନିକ ସ୍ତୁତିଗାନ ଉପରେ ଆଧାରିତ ଥିଲା। ଅଥର୍ବବେଦ ଅନ୍ୟ ତିନୋଟି ବେଦଠାରୁ ଅପେକ୍ଷାକୃତ ବିଳମ୍ବରେ ସଂକଳନ ହୋଇଥିଲା । ଏହା ମୁଖ୍ୟତଃ ଯାଜକୀୟ ବା ପୁରୋହିତ ସମ୍ବନ୍ଧୀୟ ତ୍ୟାଗ ଉପରେ ଆଧାରିତ ଥିଲା । ଅଥର୍ବବେଦ ବସ୍ତୁବାଦୀ ଦୁନିଆ ବା ମଣିଷର ଦୁନିଆ ଉପରେ ସମ୍ପର୍କ ରଖିଥିଲା । ଏହା ମଧ୍ୟ ନିର୍ଦିଷ୍ଟ ପରିସ୍ଥିତିରେ ବଳପ୍ରୟୋଗକୁ ଅନୁମୋଦନ କରିଥିଲା । ତେଣୁ ଏହା ଅନ୍ୟ ବେଦମାନଙ୍କଠାରୁ ଭିନ୍ନ ଥିଲା । ଏପରିକି ବୌଦ୍ଧ, ଜୈନ, ଶିଖ୍‌ ଓ ବ୍ରହ୍ମୋ ଧର୍ମାବଲମ୍ବୀମାନଙ୍କ ସହିତ ଦକ୍ଷିଣ ଭାରତର ଆହୁରି ଅନେକ ଅଣବ୍ରାହ୍ମଣ ହିନ୍ଦୁମାନେ ବେଦକୁ ପ୍ରାମାଣିକ ଗ୍ରନ୍ଥ ଭାବରେ ଗ୍ରହଣ କରୁନାହାନ୍ତି ।
ବେଦର ଆଧ୍ୟାତ୍ମିକ ବିଶ୍ୱାସର ପୃଷ୍ଠଭୂମି ବେଦକ୍ରୀୟ ଦର୍ଶନର ବ୍ରାହ୍ମଣ ସାହିତ୍ୟ ବା ବ୍ୟାଖ୍ୟାନ ପୁସ୍ତକରୁ ବିକଶିତ ବା ବାକ୍ୟାଳଙ୍କାର ହୋଇଛି । ବେଦକୁ ବ୍ରାହ୍ମଣ ସହିତ ଚିହ୍ନଟ ବା ପ୍ରତିପାଦନ କରାଯାଇଛି, ଯାହାକି ସମଗ୍ର ଜଗତର ସିଦ୍ଧାନ୍ତ ବା ନୀତି ଅଟେ । ବେଦ ବାକ୍ୟକୁ ବେଦର ମାତା ରୂପେ ପରିଗଣିତ କରାଯାଏ । ବେଦର ଜ୍ଞାନ ଅସୀମ । ମଣିଷର ଜ୍ଞାନ ବେଦର ସମକକ୍ଷ ନୁହେଁ ।
ଯେତେବେଳେ ସମସାମୟିକ ପରମ୍ପରା ବେଦୀୟ କର୍ମକାଣ୍ଡକୁ ସଂରକ୍ଷଣ ବା ସମର୍ଥନ ବା ପାଳନ କଲା, ସେତେବେଳେ ବେଦାନ୍ତ ସମସ୍ତ ପରମ୍ପରାକୁ ପ୍ରତ୍ୟାଖ୍ୟାନ କଲା ଏବଂ ବେଦକୁ ମୌଳିକ ବା ପ୍ରାଥମିକ ଭାବରେ ବେଦର ବୋଧଜ୍ଞାନ ବା ଭାବନା ଦାର୍ଶନିକ ଢାଞ୍ଚାରେ ପୁନଃ ବ୍ୟାଖ୍ୟା କରାଯାଇଥିଲା । ପୁନଶ୍ଚ ଉପନିଷଦ୍‌ ବେଦର ମୌଳିକ ଉପାଦାନ ବା ତତ୍ତ୍ୱକୁ "ଓଁ' ଶବ୍ଦାଂଶରେ ପରିଣତ କରିଦେଇଛି । କଥା ଉପନିଷଦ ଉଲ୍ଲେଖ କରିଛି ଯେ ସମସ୍ତ ମଣିଷ ଆତ୍ମସଂଯମ ଜୀବନଯାପନ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି, ଯାହାକି ସମସ୍ତ କଠୋରତାକୁ ସଂଯମ ମାଧ୍ୟମରେ ହାସଲ କରାଯାଇ ପାରିବ ଏବଂ ଏହା ସମସ୍ତ ବେଦର ଉଦେ୍ଦଶ୍ୟ ଅଟେ ।

">ଋଗ୍‌ବେଦ ସର୍ବପୁରାତନ ପ୍ରଚଳିତ ଘୋଷଣାପତ୍ରର ମୂଳଗ୍ରନ୍ଥ ବା ମୂଳରଚନା ଅଟେ । ଏହା ୧୦୨୮ ବେଦୀୟ ସଂସ୍କୃତ ସ୍ତୁତିଗାନ (ସ୍ତବ) ଓ ୧୦୬୦୦ ପଂକ୍ତି ବା ଶ୍ଳୋକରେ ୧୦ ପୁସ୍ତକରେ ସମ୍ମିଳିତ ହୋଇଛି । ଏହି ସ୍ତବ ବା ସ୍ତୁତିଗାନ ଋଗ୍‌ବେଦର ସୃଷ୍ଟିକର୍ତ୍ତାଙ୍କୁ ଉତ୍ସର୍ଗିକୃତ କରାଯାଇଛି । ଅନେକ ଶତାବ୍ଦୀ ଧରି ଏହି ପୁସ୍ତକଗୁଡ଼ିକ ବିଭିନ୍ନ ଧର୍ମଯାଜକ ଗୋଷ୍ଠୀର କବିମାନଙ୍କ ଦ୍ୱାରା ରଚିତ ହୋଇଥିଲା, ଯାହାକି ଭାରତ ଉପମହାଦେଶର ସପ୍ତସିନ୍ଧୁ (ପଞ୍ଜାବ)ରେ ଦୁଇ ହଜାର ବର୍ଷର ଦ୍ୱିତୀୟ ଭାଗ ବା ସମୟରେ ପ୍ରାୟତଃ ଦେଖିବାକୁ ମିଳିଥିଲା । ଋଗ୍‌ବେଦ ଓ ଇରାନୀୟ ଅଭେଷ୍ଟା ମଧ୍ୟରେ ଭାଷାତତ୍ତ୍ୱଜନିତ ଓ ସାଂସ୍କୃତିକ ସମାନତା ଥିଲା । ଋଗବେଦର ଲିପି ୨୦୦୭ ମସିହାରେ ମିଳିତ ଜାତିସଂଘର ବିଶ୍ୱ ସ୍ମୃତି ରେଜିଷ୍ଟର ପାଇଁ ଶିଳାଲିପି ଭାବରେ ମନୋନୟନ କରାଯାଇଥିଲା ।

">ବେଦର ଅର୍ଥ ହେଉଛି ଜ୍ଞାନ । ପ୍ରାଚୀନ ଭାରତରେ କେତେଗୁଡ଼ିଏ ପୁସ୍ତକରୁ ବେଦ ସୃଷ୍ଟି ହୋଇଥିଲା । ଯାହାକି ଭାରତୀୟ ଲୌହ ଯୁଗରେ ବେଦୀୟ ସଂସ୍କୃତିରେ ରଚନା କରାଯାଇଥିଲା । ବେଦ ସହିତ ଯେଉଁ ସବୁ ବିଷୟବସ୍ତୁ ବା ପୁସ୍ତକ ଲୋକଲୋଚନକୁ ଆସିଥିଲା, ସେ ସବୁକୁ ବେଦର ସମଷ୍ଟି ଭାବରେ ପରିଗଣିତ ହୋଇଥିଲା ।

">ଅଥର୍ବବେଦ ଅଥର୍ବନ ଓ ଅଙ୍ଗୀରସ କବିଙ୍କର ପୁସ୍ତକ । ଏହା ୭୬୦ ସ୍ତୁତିଗାନ ବା ସ୍ତବ ଏବଂ ତନ୍ମଧ୍ୟରୁ ୧୬୦ ସ୍ତବ ଋଗବେଦ ଓ ଅଥର୍ବବେଦରେ ସମ୍ମାନ ଭାବରେ ବିରାଜମାନ । ସମସ୍ତ ପଂକ୍ତି ବା ଶ୍ଳୋକ ଛନେ୍ଦାମୟ ଅଟେ । ଆଉ କେତେକ ବିଭାଗ ପ୍ରବନ୍ଧ ଆକାରରେ ସ୍ଥାନ ପାଇଛି । ଅଥର୍ବବେଦ ଖ୍ରୀଷ୍ଟପୂର୍ବ ୯୦୦ ବର୍ଷରେ ସଂକଳନ କରାଯାଇଥିଲା ଏବଂ ଏହାର ଦୁଇଟି ସଂଶୋଧିତ ସଂସ୍କରଣ ସୁରକ୍ଷିତ ରଖାଯାଇଥିଲା । ଏହି ଦୁଇଟି ହେଲା ପୈପାଲାଦ ଓ ସୌନକ । ତ୍ୟାଗ ସହିତ ଆୟୁର୍ବେଦର ଖୁବ୍‌ କମ୍‌ ସମ୍ପର୍କ ରହିଛି । ଏହାର ପ୍ରଥମ ବିଭାଗ ମୁଖ୍ୟତଃ ବିମୋହନ ଶକ୍ତି ଓ ମନ୍ତ୍ର ଉଚ୍ଚାରଣ, ଦୈତ୍ୟ ଓ ବିପର୍ୟ୍ୟୟରୁ ରକ୍ଷା, ରୋଗରୁ ଉପଶମ, ଦୀର୍ଘ ଜୀବନ ତଥା ଜୀବନରେ ବିଭିନ୍ନ ଆଶା ଓ ଆକାଂକ୍ଷା ଉପରେ ପର୍ୟ୍ୟବସିତ ଥିଲା । ଦ୍ୱିତୀୟ ଭାଗ ଆନୁମାନିକ ଚିନ୍ତା ଓ ଦାର୍ଶନିକ ସ୍ତୁତିଗାନ ଉପରେ ଆଧାରିତ ଥିଲା। ଅଥର୍ବବେଦ ଅନ୍ୟ ତିନୋଟି ବେଦଠାରୁ ଅପେକ୍ଷାକୃତ ବିଳମ୍ବରେ ସଂକଳନ ହୋଇଥିଲା । ଏହା ମୁଖ୍ୟତଃ ଯାଜକୀୟ ବା ପୁରୋହିତ ସମ୍ବନ୍ଧୀୟ ତ୍ୟାଗ ଉପରେ ଆଧାରିତ ଥିଲା । ଅଥର୍ବବେଦ ବସ୍ତୁବାଦୀ ଦୁନିଆ ବା ମଣିଷର ଦୁନିଆ ଉପରେ ସମ୍ପର୍କ ରଖିଥିଲା । ଏହା ମଧ୍ୟ ନିର୍ଦିଷ୍ଟ ପରିସ୍ଥିତିରେ ବଳପ୍ରୟୋଗକୁ ଅନୁମୋଦନ କରିଥିଲା । ତେଣୁ ଏହା ଅନ୍ୟ ବେଦମାନଙ୍କଠାରୁ ଭିନ୍ନ ଥିଲା । ଏପରିକି ବୌଦ୍ଧ, ଜୈନ, ଶିଖ୍‌ ଓ ବ୍ରହ୍ମୋ ଧର୍ମାବଲମ୍ବୀମାନଙ୍କ ସହିତ ଦକ୍ଷିଣ ଭାରତର ଆହୁରି ଅନେକ ଅଣବ୍ରାହ୍ମଣ ହିନ୍ଦୁମାନେ ବେଦକୁ ପ୍ରାମାଣିକ ଗ୍ରନ୍ଥ ଭାବରେ ଗ୍ରହଣ କରୁନାହାନ୍ତି ।

September 2017
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 1